Tate Miss Karuchhen Barambar sambalpuri song Lyrics

Tate Miss Karuchhen Barambar sambalpuri song Lyrics 


 Song : Tate Miss Makuchhen Barambar

Singer : Ruku SunaSinger : Ira Mohanty

 Music : Malaya Mishra 

Lyrics : Dilip Singh




.::: Full Lyrics :::.
.
ପୁ - ଆଜି ଭେଟ୍ ପଡ୍’ମି କାଲି ଭେଟ୍ ପଡ୍’ମି
ମୋର୍ ସୁନ୍’କୁ ସୁନା ବାବୁ ସିଅର୍ ଦେଖା କର୍’ମି
ଆଜି ଭେଟ୍ ପଡ୍’ମି କାଲି ଭେଟ୍ ପଡ୍’ମି
ମୋର୍ ସୁନ୍’କୁ ସୁନା ବାବୁ ସିଅର୍ ଦେଖା କର୍’ମି
ମୋର୍ ଦିନ୍ କଟୁଛେ ସୁନା ତୋର୍ କରି ଇନ୍ତିଜାର୍
ଏ ମୋର୍ କୁଲ୍’ଫି ରାନୀ ଚକବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ଏ ମୋର୍ କୁଲ୍’ଫି ରାନୀ ଚକବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ଝି - ଘୁସା କଲେ କାଏଁ କର୍’ମି ଖାଲିଟା ରେ ଯେତେ
ଟାଇମ୍ ନାଇଁ ମିଲୁଛେ ଭେଟ୍ ହେବାକେ ମୋତେ
ହେଲେ ଅବୁଝା କାଏଁ କର୍’ମି ଘରେ କାମ୍ କେତେ
କେତେବେଲେ କର୍’ମି ଆରୁ ପ୍ୟାର୍
ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍
ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍
ତୋତେ ମିସ୍ କରୁଛେଁ ବାରମ୍ବାର୍

No comments

Theme images by loops7. Powered by Blogger.